1. Utensil - ବାସନ
2. Vessel - ବାସନ
3. Spoon - ଚାମଚ
4. Plate - ଥାଳି
5. Bowl - ଗିନା / ତାଟିୟା
6. Jug - ଜଗ
7. Oven - ଅଭେନ୍
8. Microwave oven - ମାଇକ୍ରୋୱେଭ୍ ଅଭେନ୍
9. Stove - ଚୁଲି
10. Chimney - ଚିମ୍ନି
11. Pitcher - ମାଠିଆ
12. Wash - basin - ହାଥ ଧୋଇବାର ବେସିନ୍
13. Mixer - ମିକ୍ସର (ମସଲା ବାଟିବା ଉପକରଣ)
14. Refrigerator - ଫ୍ରିଜ୍
15. Saucer - ଛୋଟ ଥାଳି
16. Cutlery - ଚାମଚ, କଣ୍ଟା ଏବଂ ଛୁରୀ
17. Blender - ବ୍ଲେଣ୍ଡର ( ଖାଦ୍ୟ ପଦାର୍ଥ ମିସାଇବା, ତରଳ କରିବା ଇତ୍ୟାଦି ପାଇଁ ଉପକରଣ)
18. Beater - ବିଟର (ଫେନ୍ଟିବା ପାଇଁ ଉପକରଣ)
19. Grater - ଗ୍ରେଟର (ଖାଦ୍ୟ ପଦାର୍ଥ ଘସିବା ପାଇଁ ଉପକରଣ)
20. Pestle mortar - ହେମଦସ୍ତା
Doubts on this article